ଅର୍ଥ : ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ପହଁଞ୍ଚିବାପାଇଁ ମଝିରେ ପଡ଼ୁଥିବା ଭୂଭାଗ ଯାହା ଉପରେ ଚଲାଯାଏ
ଉଦାହରଣ :
ଏହି ରାସ୍ତା ସିଧା ମୋ ଘର ପର୍ଯ୍ୟନ୍ତ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
ଉଦାହରଣ :
ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
ସମକକ୍ଷ : ଉପାୟ, ପ୍ରଯତ୍ନ, ବାଟ, ବିଧି, ଯତ୍ନ, ରାସ୍ତା, ସାଧନ
ଅନ୍ୟ ଭାଷାରେ ଅନୁବାଦ :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।ଅର୍ଥ : ଯାହା ମାଧ୍ୟମରେ କୌଣସି କାର୍ଯ୍ୟ ସଂପୂର୍ଣ୍ଣ ଭାବରେ କରାଯାଏ
ଉଦାହରଣ :
ଭୋଜନ ମୁଖର ମାର୍ଗ ଦେଇ ପେଟରେ ପହଞ୍ଚେ
ଅନ୍ୟ ଭାଷାରେ ଅନୁବାଦ :
A way especially designed for a particular use.
pathଅର୍ଥ : ଯାହା ଉପରେ ବା ଯାହାର ଅନୁସରଣରେ ଜଣେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରେ
ଉଦାହରଣ :
ଉଡ଼ାଜାହାଜର ବି ସ୍ୱତନ୍ତ୍ର ମାର୍ଗ ଅଛି
ଅନ୍ୟ ଭାଷାରେ ଅନୁବାଦ :
Any artifact consisting of a road or path affording passage from one place to another.
He said he was looking for the way out.