ଅର୍ଥ : କୌଣସି ଏପରି କାମ କରିବା ବା କଥା କହିବାର ପ୍ରକ୍ରିୟା ଯାହାଦ୍ୱାରା କାହାରି ସମ୍ମାନ ବା ପ୍ରତିଷ୍ଠା କମିଥାଏ
ଉଦାହରଣ :
ରାମ ଶ୍ୟାମ ବିରୁଦ୍ଧରେ ମାନହାନି ମକଦ୍ଦମା କଲା
ସମକକ୍ଷ : ଅବମାନନା
ଅନ୍ୟ ଭାଷାରେ ଅନୁବାଦ :
An abusive attack on a person's character or good name.
aspersion, calumny, defamation, denigration, slanderଅର୍ଥ : ଯାହାର ଅପମାନ ହୋଇଛି
ଉଦାହରଣ :
ଅଶୋକ ମଦ ନିଶାରେ ନିଜ ବାପାଙ୍କୁ ଅପମାନିତ କରିଦେଲା
ସମକକ୍ଷ : ଅପମାନିତ, ଅମର୍ଯ୍ୟାଦା
ଅନ୍ୟ ଭାଷାରେ ଅନୁବାଦ :
जिसका अपमान हुआ हो।
अशोक ने शराब के नशे में अपने बाप को ही अपमानित कर दिया।Made to feel uncomfortable because of shame or wounded pride.
Too embarrassed to say hello to his drunken father on the street.