ଅର୍ଥ : କୌଣସି ବସ୍ତୁକୁ ମାନବ ରୂପରେ ପ୍ରସ୍ତୁତ କରିବା କ୍ରିୟା ଯାହାକୁ ଏକ ଅଳଙ୍କାର କୁହାଯାଏ
ଉଦାହରଣ :
ସଂଧ୍ୟାସୁନ୍ଦରୀ ଆକାଶରୁ ଧୀରେଧୀରେ ଓହ୍ଲାଉଛିରେ ସଂଧ୍ୟାର ମାନବୀକରଣ କରାଯାଇଛି
ଅନ୍ୟ ଭାଷାରେ ଅନୁବାଦ :
किसी वस्तु को मानव के रूप में प्रस्तुत करने की क्रिया जो एक अलंकार है।
संध्या सुन्दरी आसमान से धीरे-धीरे उतर रही है में संध्या का मानवीकरण किया गया है।