ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନବଭକ୍ଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନବଭକ୍ଷକ   ବିଶେଷଣ

ଅର୍ଥ : ଯିଏ ମଣିଷକୁ ଖାଏ କିମ୍ବା ମଣିଷକୁ ନିଜ ଖାଦ୍ୟ ରୂପେ ବ୍ୟବହାର କରେ

ଉଦାହରଣ : ଶିକାରୀଟି ନରଭକ୍ଷୀ ବାଘୁଣୀକୁ ନିଜର ଲକ୍ଷ୍ୟ କଲା

ସମକକ୍ଷ : ନରଭକ୍ଷକ, ନରଭକ୍ଷୀ


ଅନ୍ୟ ଭାଷାରେ ଅନୁବାଦ :

जो मनुष्य का भक्षण करता हो या मानव को अपना आहार बनानेवाला।

शिकारी ने नरभक्षी बाघिन को अपना निशाना बनाया।
आदमख़ोर, आदमखोर, नरभक्षक, नरभक्षी, नृजग्ध, मनुजाद, मनुष्यभक्षी, मर्दुमख़ोर, मर्दुमखोर, मानवभक्षक, मानवभक्षी

Marked by barbarity suggestive of a cannibal. Rapaciously savage.

cannibalic