ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଟିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଟିଆ   ବିଶେଷ୍ୟ

ଅର୍ଥ : ମାଟିର ଭଳି ରଙ୍ଗ

ଉଦାହରଣ : ସେ ମାଟି ଘରକୁ ମାଟିଆ ରଙ୍ଗରେ ରଙ୍ଗାଉଛି ଏହି ଘରକୁ କଳା, ଲାଲ୍‌ ବା ଖାକୀ ରଙ୍ଗରେ ରଙ୍ଗାଅ

ସମକକ୍ଷ : ଖାକୀ


ଅନ୍ୟ ଭାଷାରେ ଅନୁବାଦ :

मिट्टी की तरह का रंग।

इस खाने को काले, लाल या खाकी से रंगो।
कंजई, ख़ाकी, ख़ाकी रंग, खाकी, खाकी रंग, भूरा, भूरा रंग, मटमैला, मटमैला रंग, मटिया, मिटिया

A medium brown to dark-brown color.

burnt umber, chocolate, coffee, deep brown, umber

ମାଟିଆ   ବିଶେଷଣ

ଅର୍ଥ : ମାଟି ରଙ୍ଗର

ଉଦାହରଣ : ଡାକବାଲା,ପୋଲିସ ଆଦି କର୍ମଚାରୀଙ୍କ ପୋଷାକ ମାଟିଆ ରଙ୍ଗର

ସମକକ୍ଷ : ଖାକି, ଧୂସର


ଅନ୍ୟ ଭାଷାରେ ଅନୁବାଦ :

मिट्टी के रंग का।

डाकिया,पुलिस आदि की वर्दी मटमैले रंग की होती है।
कंजई, कपिल, करंजुआ, करंजुवा, कैरा, ख़ाकी, खाकी, धूसर, धूसरा, पिंजारत, भूमिल, भूरा, मटमैला, मटिया, मटियाला, मिटिया

Of a yellowish brown color.

khaki

ଅର୍ଥ : ଯେଉଁଥିରେ ମାଟି ମିଶିଛି (ପାଣି)

ଉଦାହରଣ : ବର୍ଷାଦିନେ ପୋଖରୀର ପାଣି ଗୋଳିଆ ହୋଇଯାଏ

ସମକକ୍ଷ : ଗୋଳିଆ


ଅନ୍ୟ ଭାଷାରେ ଅନୁବାଦ :

जिसमें मिट्टी मिली हो (पानी)।

बरसात में इस तालाब का पानी मटमैला हो जाता है।
डाबर, ढबैला, मटमैला