ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚିତ୍ର ତିଆରିବା ପାଇଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥିବା ଭୂପୃଷ୍ଠର ଉପରିଭାଗ ବା ତଳ
ଉଦାହରଣ : ଚିତ୍ରକାର ସବୁଜ ଭୂଇଁ ଉପରେ ଚିତ୍ର ଆଙ୍କୁଛନ୍ତି
ସମକକ୍ଷ : ଜମି, ପୃଥିବୀ, ଭୂଇଁ, ଭୂପୃଷ୍ଠ
ଅନ୍ୟ ଭାଷାରେ ଅନୁବାଦ :हिन्दी
चित्र बनाने के लिए मसाले से तैयार की हुई सतह या तल।
ଅର୍ଥ : ସେ ପଦାର୍ଥ ଯାହା ପୃଥିବୀର ଉପର ସ୍ତରରେ ବା ଅନ୍ୟଭାଗରେ, ପ୍ରାୟ ସବୁ ସ୍ଥାନରେ ମିଳିଥାଏ
ଉଦାହରଣ : ଏଠିକାର ମାଟି ବହୁତ ଉର୍ବର
ସମକକ୍ଷ : ମୃତ୍ତିକା
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह पदार्थ जो पृथ्वी के ऊपरी तल पर या अन्य भाग में भी प्रायः सब जगह पाया जाता है।
Material in the top layer of the surface of the earth in which plants can grow (especially with reference to its quality or use).
ସଂସ୍ଥାପନ କରନ୍ତୁ