ଅର୍ଥ : ବୃହଦନ୍ତ୍ରର ଶେଷଭାଗ ଯାହାର ନଳୀ ମଳ ଦ୍ୱାରରେ ଖୋଲେ ତଥା ଯେଉଁଥିରେ ମଳ ଏକତ୍ର ହୁଏ
ଉଦାହରଣ :
ପ୍ରୟୋଗଶାଳାରେ ଗବେଷକ ଠେକୁଆ ମଳାଶୟର ଅଧ୍ୟୟନ କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
The terminal section of the alimentary canal. From the sigmoid flexure to the anus.
rectumଅର୍ଥ : ଶରୀରରେ ମିଳୁଥିବା ପ୍ରାକୃତିକ ମଳାଶୟ
ଉଦାହରଣ :
ଗୁହିକା ଶରୀରର ଅଙ୍ଗମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ
ସମକକ୍ଷ : ଗୁହିକା
ଅନ୍ୟ ଭାଷାରେ ଅନୁବାଦ :
शरीर में पाया जानेवाला प्राकृतिक कोष्ठ।
गुहिका शरीर के अंगों के बीच संतुलन बनाए रखने में सहायक होती है।