ଅର୍ଥ : ବିଦେଶ ବା ଅନ୍ୟ ଜାଗାରୁ କୌଣସି ସମ୍ପର୍କୀୟର ମୃତ୍ୟୁ ହେବାନେଇ ମିଳୁଥିବା ଖବର
ଉଦାହରଣ :
ମଲାଖବର ଶୁଣି ସମଗ୍ର ଘର ଶୋକରେ ଭରିଗଲା
ସମକକ୍ଷ : ମୃତ୍ୟୁ ସଂବାଦ, ମୃତ୍ୟୁ ସମ୍ବାଦ
ଅନ୍ୟ ଭାଷାରେ ଅନୁବାଦ :
परदेश या दूसरी जगह से किसी संबंधी की मृत्यु का आया हुआ समाचार।
सुनावनी सुनकर पूरा घर शोक में डूब गया।