ଅର୍ଥ : ପ୍ରତିଷ୍ଠିତ ହେବାର ଅବସ୍ଥା ବା ଭାବ
ଉଦାହରଣ :
ତାହାର ସମାଜରେ ବଡ଼ ପ୍ରତିଷ୍ଠା ଅଛି ଏହି ନିର୍ବାଚନ ମୋତେ ଯେ କୌଣସି ପ୍ରକାରେରେ ଜିତିବାକୁ ହେବ କାରଣ ଏହା ମୋର ମର୍ଯ୍ୟାଦାର ପ୍ରଶ୍ନ
ସମକକ୍ଷ : ଆଦର, ପ୍ରତିପତ୍ତି, ପ୍ରତିଷ୍ଠା, ସମ୍ମାନ, ସ୍ଥିତି
ଅନ୍ୟ ଭାଷାରେ ଅନୁବାଦ :
प्रतिष्ठित होने की अवस्था या भाव।
उसकी समाज में बड़ी प्रतिष्ठा है।A high standing achieved through success or influence or wealth etc..
He wanted to achieve power and prestige.ଅର୍ଥ : ମହତ୍ୱ ବଢ଼ିବାର ଭାବ
ଉଦାହରଣ :
ଦେଶର ଗୌରବ ଦେଶବାସୀଙ୍କ ହାତରେ
ସମକକ୍ଷ : ଗରିମା, ଗୌରବ, ବଡ଼ପଣ, ମହାତ୍ମ୍ୟ, ମହିମା
ଅନ୍ୟ ଭାଷାରେ ଅନୁବାଦ :
The quality of being magnificent or splendid or grand.
For magnificence and personal service there is the Queen's hotel.ଅର୍ଥ : ଉତ୍ତମ ସ୍ଥିତି
ଉଦାହରଣ :
ଧ୍ୟାନମଗ୍ନ ଋଷି ଉତ୍ତମ ସ୍ଥିତିରେ ଥାଆନ୍ତି
ସମକକ୍ଷ : ଉତ୍ତମ ସ୍ଥିତି
ଅନ୍ୟ ଭାଷାରେ ଅନୁବାଦ :