ଅର୍ଥ : ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ
ଉଦାହରଣ :
ସାଧୁ ସନ୍ଥମାନେ ମୋହରେ ପଡ଼ନ୍ତି ନାହିଁ
ସମକକ୍ଷ : ଅସ୍ମିତା, ବିମୋହ, ମାୟା, ମୋହ
ଅନ୍ୟ ଭାଷାରେ ଅନୁବାଦ :
A feeling of great liking for something wonderful and unusual.
captivation, enchantment, enthrallment, fascinationଅର୍ଥ : ଛୋଟ ଏବଂ ସମବୟସ୍କଙ୍କ ପ୍ରତି ହୃଦୟରୁ ଆସୁଥିବା ପ୍ରେମ
ଉଦାହରଣ :
ପିଲାଙ୍କପାଇଁ ଚାଚା ନେହେରୁଙ୍କର ବହୁତ ସ୍ନେହ ଥିଲା
ଅନ୍ୟ ଭାଷାରେ ଅନୁବାଦ :
A positive feeling of liking.
He had trouble expressing the affection he felt.ଅର୍ଥ : ମାଆର ସନ୍ତାନପ୍ରତି ଥିବା ସ୍ନେହ
ଉଦାହରଣ :
ପିଲାମାନେ ମାଆଙ୍କ ମମତାର ଛାଇରେ ବଢନ୍ତି
ଅନ୍ୟ ଭାଷାରେ ଅନୁବାଦ :
A positive feeling of liking.
He had trouble expressing the affection he felt.