ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କଥା ବା କାମରେ ମନ ଲଗାଇବାର ଦଶା ବା ଭାବ
ଉଦାହରଣ : ରମେଶ ଖୁବ ଧ୍ୟାନର ସହିତ ପଢ଼େ
ସମକକ୍ଷ : ଅଭିନିବେଶ, ଧ୍ୟାନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी बात या कार्य में मन के लीन होने की दशा या भाव।
Attention.
ଅର୍ଥ : ଏକାଗ୍ର ମନରେ କୌଣସି କାର୍ଯ୍ୟ କରିବା
ଉଦାହରଣ : ମନଯୋଗ ବିନା ସଫଳତା ମିଳିବା ଅସମ୍ଭବ
ସମକକ୍ଷ : ଅବଧାନ
मन एकाग्र करके किसी एक ओर लगाने की क्रिया।
Complete attention. Intense mental effort.
ସଂସ୍ଥାପନ କରନ୍ତୁ