ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଧୁମେହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଧୁମେହୀ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତିକୁ ମଧୁମେହ ରୋଗ ହୋଇଥାଏ

ଉଦାହରଣ : ଡାକ୍ତର ମଧୁମେହୀକୁ କେତେକ ଉପଦେଶ ଦେଉଛନ୍ତି

ସମକକ୍ଷ : ମଧୁମେହ ରୋଗୀ


ଅନ୍ୟ ଭାଷାରେ ଅନୁବାଦ :

वह व्यक्ति जिसे मधुमेह रोग हुआ हो।

डाक्टर मधुमेही को कुछ सुझाव दे रहा है।
डायबिटीक, मधुमेह रोगी, मधुमेही

Someone who has diabetes.

diabetic