ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମଞ୍ଚ ଉପରେ ପ୍ରସ୍ତୁତ କରାଯିବା ବା ହେବାର କ୍ରିୟା
ଉଦାହରଣ : ଏବେ ଏହି ନାଟକ ମଞ୍ଚସ୍ଥ ହେଉନାହିଁ
ଅନ୍ୟ ଭାଷାରେ ଅନୁବାଦ :हिन्दी English
मंच पर प्रस्तुत करने या होने की क्रिया।
The production of a drama on the stage.
ଅର୍ଥ : ଯାହା ମଞ୍ଚ ଉପରେ ଅଭିନିତ ହୋଇଛି
ଉଦାହରଣ : ଦର୍ଶକମାନେ ଆମ ବିଦ୍ୟାଳୟଦ୍ୱାରା ମଞ୍ଚସ୍ଥ ନାଟକର ପ୍ରଶଂସା କରୁଥିଲେ
ସମକକ୍ଷ : ଅଭିନୀତ
जिसे मंच पर खेला गया हो।
Written for or performed on the stage.
ସଂସ୍ଥାପନ କରନ୍ତୁ