ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମକ୍ଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମକ୍ଷୀ   ବିଶେଷ୍ୟ

ଅର୍ଥ : ବନ୍ଧୁକ ଆଗର ଉପରକୁ ଉଠିଆସିଥିବା ଅଂଶ ଯାହା ସାହାଯ୍ୟରେ ଲକ୍ଷ୍ୟ ସାଧନ କରାଯାଏ

ଉଦାହରଣ : ସିପାହୀର ଦୃଷ୍ଟି ବନ୍ଧୁକର ମକ୍ଷୀ ଉପରେ କେନ୍ଦ୍ରୀଭୂତ ହୋଇଛି

ସମକକ୍ଷ : ବନ୍ଧୁକର ମକ୍ଷୀ


ଅନ୍ୟ ଭାଷାରେ ଅନୁବାଦ :

बंदूक के अगले भाग में वह उभरा हुआ अंश जिसकी सहायता से निशाना साधा जाता है।

सिपाही की दृष्टि मक्खी पर केन्द्रित है।
बंदूक की मक्खी, मक्खी

A sight used for aiming a gun.

gun-sight, gunsight