ଅର୍ଥ : ଫୁଲର ମଝିରେ ସ୍ତ୍ରୀଲିଙ୍ଗୀ ଅବୟବ ଯାହା ପତଳା ଶାଖା ବା ସୂତା ରୂପରେ ଥାଏ
ଉଦାହରଣ :
କେଶର ଗଛର ଜନନ ଅଙ୍ଗ ସହିତ ସମ୍ବନ୍ଧିତ
ସମକକ୍ଷ : କେଶର, ସ୍ତ୍ରୀକେଶର
ଅନ୍ୟ ଭାଷାରେ ଅନୁବାଦ :
फूल के बीच में के स्त्रीलिंगी अवयव जो पतले सींकें या सूत के रूप में होते हैं।
केशर पौधे के जनन अंग से संबंधित है।The female ovule-bearing part of a flower composed of ovary and style and stigma.
pistilଅର୍ଥ : ଏକ ପ୍ରକାର ବର୍ଣ୍ଣବୃତ୍ତ
ଉଦାହରଣ :
ମକରନ୍ଦର ପ୍ରତ୍ୟେକ ଚରଣରେ କ୍ରମାନ୍ୱୟରେ ସାତ ଜଗଣ ଏବଂ ଗୋଟିଏ ୟଗଣ ଥାଏ
ସମକକ୍ଷ : ମକରଂଦ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯୂଇ ଭଳି ଏକ ଗଛ
ଉଦାହରଣ :
ମକରନ୍ଦ ଫୁଲରେ ଲଦି ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
Native to eastern Asia. Widely cultivated for its large pink or white flowers.
indian lotus, lotus, nelumbo nucifera, sacred lotusଅର୍ଥ : ମହୁମାଛିଙ୍କଦ୍ୱାରା ଫୁଲରୁ ସଂଗ୍ରହ ହୋଇଥିବା ଏବଂ ମହୁ ଫେଣାରେ ଥିବା ଶୀରା ଭଳି ମିଠା ପଦାର୍ଥ
ଉଦାହରଣ :
ମହୁ ବହୁତ ଗୁଣକାରୀ
ଅନ୍ୟ ଭାଷାରେ ଅନୁବାଦ :
A sweet yellow liquid produced by bees.
honey