ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଇଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଇଦେବା   କ୍ରିୟାପଦ

ଅର୍ଥ : ମଇ ଆଦିରେ ମାଟି ସମାନ କରିବା (ବିଶେଷକରି ହଳ ବା କୋଡା ହୋଇଥିବା ଜମି)

ଉଦାହରଣ : କୃଷକ ଜମି ହଳ କରିବା ପରେ ତାକୁ ମଇଦେଉଛି


ଅନ୍ୟ ଭାଷାରେ ଅନୁବାଦ :

हेंगे आदि से मिट्टी बराबर करना (विशेषकर जोते या कोड़े हुए खेत की)।

किसान खेत जोतने के बाद उसे हेंगा रहा है।
हेंगाना

Draw a harrow over (land).

disk, harrow