ଅର୍ଥ : ଯେ ଡରିଛି
ଉଦାହରଣ :
ଅନ୍ୟାୟକୁ ଭୟଭୀତ ନ ହୋଇ ତା ସହିତ ଲଢ଼ିବା ଉଚିତ୍
ସମକକ୍ଷ : ଆତଙ୍କିତ, ଭୟଗ୍ରସ୍ତ, ଭୟଯୁକ୍ତ, ଭୟାନ୍ୱିତ
ଅନ୍ୟ ଭାଷାରେ ଅନୁବାଦ :
जो डरा हुआ हो।
अन्याय से भयभीत लोगों को उससे लड़ना चाहिए।Thrown into a state of intense fear or desperation.
Became panicky as the snow deepened.