ଅର୍ଥ : ଯାହାକୁ ଦେଖିଲେ ଭୟ ବା ଡର ଲାଗେ
ଉଦାହରଣ :
ମହିଷାସୁରକୁ ମାରିବାପାଇଁ ମା’ କାଳୀ ପ୍ରଚଣ୍ଡ ରୂପ ଧାରଣ କରିଥିଲେ ମାନସିଂହ ଜଣେ ଉଗ୍ର ଡାକୁ ଥିଲା
ସମକକ୍ଷ : ଉଗ୍ର, ପ୍ରଚଣ୍ଡ, ବିକଟ, ଭୀଷଣ, ଭୟଂକର, ହିଂସ୍ର
ଅନ୍ୟ ଭାଷାରେ ଅନୁବାଦ :
जो अपने आकार-प्रकार, रूप-रङ्ग आदि की भीपणता या विकरालता के कारण देखनेवालों के मन में आतङ्क, आशङ्का या भय का संचार करता हो। जिसे देखने से भय या डर लगे।
महिषासुर को मारने के लिए माँ काली ने भयानक रूप धारण किया।Causing fear or dread or terror.
The awful war.ଅର୍ଥ : ରକ୍ତ ପିଇବାବାଲା
ଉଦାହରଣ :
ଏହି ଜଙ୍ଗଲରେ ହିଂସ୍ରଜନ୍ତୁ ଭରପୂର ଭାବରେ ଅଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବିଦାରକ ବା ଶେଷକରିଦେଇପାରେ
ଉଦାହରଣ :
ରାମଙ୍କ ବନବାସ ଯିବାପରେ ରାଜା ଦଶରଥ ତାଙ୍କର ଅନୁପସ୍ଥିତିକୁ ସହିପାରିଲେ ନାହିଁ ଫଳରେ ତାଙ୍କର ମୃତ୍ୟୁ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :