ଅର୍ଥ : ଅନିଷ୍ଟ ବା ହାନି ଆଶଙ୍କାରେ ଆକୁଳ ହେବା
ଉଦାହରଣ :
ପରୀକ୍ଷାରେ ଅସଫଳ ହେବା ଚିନ୍ତାକରି ମୁଁ ଡରି ଯାଇଥିଲି
ସମକକ୍ଷ : ଡରିବା, ଭୟଭୀତ ହେବା
ଅନ୍ୟ ଭାଷାରେ ଅନୁବାଦ :
Be afraid or feel anxious or apprehensive about a possible or probable situation or event.
I fear she might get aggressive.