ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଡ଼ଭଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଡ଼ଭଡ଼   ବିଶେଷ୍ୟ

ଅର୍ଥ : କୌଣସି କଠିନ ବସ୍ତୁ ଭାଙ୍ଗିବାର ଶଦ୍ଦ

ଉଦାହରଣ : ଗଛର ଶୁଖିଲା ଡାଳ କଡ଼ମଡ଼ ଶବ୍ଦ କରି ଭାଙ୍ଗିଗଲା

ସମକକ୍ଷ : କଡ଼କଡ଼, କଡ଼ମଡ଼


ଅନ୍ୟ ଭାଷାରେ ଅନୁବାଦ :

किसी कड़ी वस्तु के टूटने का शब्द।

पेड़ की सूखी डाली कड़कड़ करती हुई टूट गई।
कड़कड़, कड़ाक, कड़ाका

The sound of something crunching.

He heard the crunch of footsteps on the gravel path.
crunch

ଅର୍ଥ : ବକ୍‌ବକ୍‌ ହେବାର କ୍ରିୟା

ଉଦାହରଣ : ତାଙ୍କର ବକବକ୍‌ ଯୋଗୁଁ ମୋ ନିଦ ଭାଙ୍ଗି ଗଲା

ସମକକ୍ଷ : ବକବକ୍‌


ଅନ୍ୟ ଭାଷାରେ ଅନୁବାଦ :

बड़बड़ाने की क्रिया।

उसकी बड़बड़ाहट के कारण मेरी नींद टूट गई।
बड़बड़ाहट

A low continuous indistinct sound. Often accompanied by movement of the lips without the production of articulate speech.

murmur, murmuration, murmuring, mussitation, mutter, muttering