ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭ୍ରାନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭ୍ରାନ୍ତ   ବିଶେଷ୍ୟ

ଅର୍ଥ : ଖଣ୍ଡାଲଢ଼େଇର ବତିଶଟି କୌଶଳରୁ ଗୋଟିଏ

ଉଦାହରଣ : ଖଣ୍ଡାଚାଳକ ଭ୍ରାନ୍ତରେ ନିପୁଣ

ସମକକ୍ଷ : ଭ୍ରାଂତ


ଅନ୍ୟ ଭାଷାରେ ଅନୁବାଦ :

तलवार के बत्तीस हाथों में से एक।

तलवारबाज भ्रांत में निपुण है।
भ्रांत, भ्रान्त

ଭ୍ରାନ୍ତ   ବିଶେଷଣ

ଅର୍ଥ : ଯେ ନିଜ ଅଧିନରେ ନାହିଁ

ଉଦାହରଣ : ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି

ସମକକ୍ଷ : ଉନ୍ମତ୍ତ, ପାଗଳ, ମଦାନ୍ଧ


ଅନ୍ୟ ଭାଷାରେ ଅନୁବାଦ :

जो आपे में न हो।

उन्मत्त हाथी को पकड़ने की कोशिश जारी है।
उन्मत्त, भ्रांत, भ्रान्त, मतवार, मतवाला, मदान्ध

Marked by uncontrolled excitement or emotion.

A crowd of delirious baseball fans.
Something frantic in their gaiety.
A mad whirl of pleasure.
delirious, excited, frantic, mad, unrestrained

ଅର୍ଥ : ଯିଏ ଭ୍ରମରେ ପଡ଼ିଛି ବା ଯାହାର ଭ୍ରମ ହୋଇଛି

ଉଦାହରଣ : ସେ ଭ୍ରମିତ ବ୍ୟକ୍ତିଙ୍କୁ ବାଟ ଦେଖାଉଛନ୍ତିଭ୍ରାନ୍ତ ମନୁଷ୍ୟ କୌଣସି ଠୋସ ନିର୍ଣ୍ଣୟ ନେଇପାରେ ନାହିଁ

ସମକକ୍ଷ : ଭ୍ରମିତ


ଅନ୍ୟ ଭାଷାରେ ଅନୁବାଦ :

भ्रम में पड़ा हुआ या जिसे भ्रम हुआ हो।

वह भ्रमित व्यक्ति को राह दिखा रहा है।
भ्रांत मनुष्य को निर्णय लेने में कठिनाई होती है।
भ्रमित, भ्रांत, भ्रान्त

ଅର୍ଥ : ଭ୍ରମରେ ପଡ଼ିଥିବା

ଉଦାହରଣ : ଭ୍ରାନ୍ତ ମନରେ ସେ ପ୍ରଶ୍ନ ପଚାରିଲା


ଅନ୍ୟ ଭାଷାରେ ଅନୁବାଦ :

भ्रम में पड़ा हुआ।

संभ्रांत मन से उसने प्रश्न पूछा।
संभ्रांत, संभ्रान्त, सभ्रांत, सभ्रान्त, सम्भ्रांत, सम्भ्रान्त