ଅର୍ଥ : ଗୋଟିଏ ମାତା ପିତାଙ୍କଠାରୁ ଉତ୍ପନ୍ନ କିମ୍ବା କୌଣସି ବଂଶର କୌଣସି ପିଢିର ବ୍ୟକ୍ତିପାଇଁ ମାତୃ ବା ପିତୃ କୁଳର ସେହି ପିଢିର ଅନ୍ୟ ବ୍ୟକ୍ତି ବା ଯାହାକୁ ଧର୍ମ,ସମାଜ, ଆଇନଆଦିର ଆଧାରରେ ଭାଇର ସ୍ୱୀକୃତି ମିଳିଥାଏ
ଉଦାହରଣ :
ଶ୍ୟାମ ମୋ କକା ପୁଅ ଭାଇ
ଅନ୍ୟ ଭାଷାରେ ଅନୁବାଦ :
A male with the same parents as someone else.
My brother still lives with our parents.