ଅର୍ଥ : ସଂସ୍କୃତରେ ଜଣେ ବହୁତ ବଡ଼ କବିଥିବା ମାଳବର ଜଣେ ପ୍ରସିଦ୍ଧ ପରମାର ରାଜା
ଉଦାହରଣ :
ଭୋଜ ରାଜା କବିମାନଙ୍କର ବହୁତ ସମ୍ମାନ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବସୁଦେବଙ୍କର ଜଣେ ପୁତ୍ର
ଉଦାହରଣ :
ଭୋଜଙ୍କର ବର୍ଣ୍ଣନା ପୁରାଣରୁ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଯଅ ଏବଂ ଭାଙ୍ଗରୁ ତିଆରି ହେଉଥିବା ଏକ ପ୍ରକାରର ମଦ
ଉଦାହରଣ :
ସେ ଭୋଜ ପିଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୃଷ୍ଣଙ୍କର ଜଣେ ବାଲ୍ୟ ସଖା
ଉଦାହରଣ :
ଭୋଜଙ୍କର ବର୍ଣ୍ଣନା ପୁରାଣରୁ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being