ଅର୍ଥ : ଇନ୍ଦ୍ରିୟମାନଙ୍କର ସୁଖ ଭୋଗ କରିବାର ପ୍ରବୃତ୍ତି
ଉଦାହରଣ :
ଜୀବମାନଙ୍କ ମଧ୍ୟରେ ଭୋଗ ପ୍ରବୃତ୍ତି ହେଉଛି ପ୍ରକୃତି ଦତ୍ତ
ସମକକ୍ଷ : ଇଂଦ୍ରିୟାର୍ଥବାଦ, ଇନ୍ଦ୍ରିୟାର୍ଥବାଦ
ଅନ୍ୟ ଭାଷାରେ ଅନୁବାଦ :
इंद्रियों के सुख भोगने की वृत्ति।
जीवों में इंद्रियार्थवाद प्राकृतिक देन है।