ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂଷିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂଷିତ   ବିଶେଷଣ

ଅର୍ଥ : ଅଳଙ୍କୃତ କରାଯାଇଥିବା ବା ରତ୍ନଆଦିରେ ଯେ ସୁସଜ୍ଜିତ

ଉଦାହରଣ : ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା

ସମକକ୍ଷ : ଅଭିମଣ୍ଡିତ, ଅଳଙ୍କୃତ, ଆଭୂଷିତ, ବିଭୂଷିତ, ମଣ୍ଡିତ, ସଜ୍ଜିତ


ଅନ୍ୟ ଭାଷାରେ ଅନୁବାଦ :

आभूषणों या गहनों से युक्त या अलङ्कृत।

समारोह में स्वर्णाभूषणों से अलङ्कृत महिला पर सबकी दृष्टि टिकी हुई थी।
अभिलमंडित, अभिलमण्डित, अलंकारपूर्ण, अलंकारिक, अलंकित, अलंकृत, अलङ्कित, अलङ्कृत, अवतंसित, आभरित, आभूषित, भूषित, लक-दक, लकदक, विभूषित, सजा, सजा हुआ, सज्जित, सुशोभित, सुसज्जित

ଅର୍ଥ : ଯେ ବସ୍ତ୍ର, ଗହଣାଆଦି ପିନ୍ଧିଛି

ଉଦାହରଣ : ସଜ୍ଜିତ ମହିଳା ମଞ୍ଚ ଉପରେ ନୃତ୍ୟ କରୁଛି

ସମକକ୍ଷ : ଅଭିଭୂଷିତ, ସଜ୍ଜିତ


ଅନ୍ୟ ଭାଷାରେ ଅନୁବାଦ :

जो वस्त्र, गहने आदि धारण किया हो।

वेश-भूषित महिला मंच पर नृत्य कर रही है।
भूषित, वेश भूषित, वेश-भूषित, वेशभूषित, वेशित, सज्जित