ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୁର୍ସୁଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୁର୍ସୁଙ୍ଗ   ବିଶେଷ୍ୟ

ଅର୍ଥ : ମିଠାଳିଆ ନିମ୍ବ ପତ୍ର

ଉଦାହରଣ : ଭୁରୁସୁଙ୍ଗ ପତ୍ର ପକାଇଲେ ତରକାରି ସ୍ୱାଦିଷ୍ଟ ହୋଇଥାଏ

ସମକକ୍ଷ : ଭୁରୁସୁଙ୍ଗ


ଅନ୍ୟ ଭାଷାରେ ଅନୁବାଦ :

मीठे नीम का पत्ता।

कढ़ी पत्ता डालने से सब्जी स्वादिष्ट हो जाती है।
कढ़ी पत्ता, कढ़ीपत्ता, करीपत्ता

ଅର୍ଥ : ମଧ୍ୟମ ଧରଣର ଏକ ଗଛ ଯାହାର ପତ୍ରଗୁଡ଼ିକ ମସଲା, ଔଷଧ ଆଦି ରୂପେ ବ୍ୟବହାର ହୁଏ

ଉଦାହରଣ : କଡ଼ିକୁ ସ୍ୱାଦିଷ୍ଟ କରିବାପାଇଁ ସେଥିରେ ଭୁରୁସୁଙ୍ଗ ପତ୍ର ପକାଯାଏ

ସମକକ୍ଷ : ଭୁରୁସୁଙ୍ଗ


ଅନ୍ୟ ଭାଷାରେ ଅନୁବାଦ :

एक मझोले आकार का पेड़ जिसकी पत्तियाँ मसाले,दवा आदि के रूप में प्रयुक्त होती हैं।

कढ़ी को स्वादिष्ट बनाने के लिए उसमें मीठे नीम की पत्तियाँ डालते हैं।
कढ़ी नीम, मीठा नीम, मीठानीम

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree