ଅର୍ଥ : କୌଣସି ବାହାର ଦେଶଦ୍ୱାରା ପାସପୋର୍ଟରେ ଦିଆଯାଇଥିବା ଯେଉଁ ଅନୁମତିଦ୍ୱାରା ପାସପୋର୍ଟ୍ଧାରୀଙ୍କୁ ସେହିଦେଶରେ ପ୍ରବେଶ କରିବା ପାଇଁ ସୁଯୋଗ ମିଳେ
ଉଦାହରଣ :
ରାଘବ ଭିସା ପାଇବାପାଇଁ ଆମେରିକା ଦୂତାବାସକୁ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
किसी देश द्वारा पासपोर्ट में किया गया वह पृष्ठांकन जो पासपोर्ट धारक को उस देश में प्रवेश की अनुमति देता है।
राघवेन्द्र वीसा लेने के लिए अमरीकी दूतावास गया है।An endorsement made in a passport that allows the bearer to enter the country issuing it.
visa