ଅର୍ଥ : ଚର୍ବିରେ ଦ୍ରବଣୀୟ ଏକ ପ୍ରକାର ଭିଟାମିନ
ଉଦାହରଣ :
ଭିଟାମିନ ଇ ଗରମ କଲେ ବି ନଷ୍ଟ ହୁଏନାହିଁ
ସମକକ୍ଷ : ଖାଦ୍ୟପ୍ରାଣ ଇ, ଖାଦ୍ୟସାର ଇ
ଅନ୍ୟ ଭାଷାରେ ଅନୁବାଦ :
वसा में घुलनशील एक प्रकार का विटामिन।
विटामिन ई गर्म करने पर भी नष्ट नहीँ होता है।A fat-soluble vitamin that is essential for normal reproduction. An important antioxidant that neutralizes free radicals in the body.
e, tocopherol, vitamin e