ଅର୍ଥ : ଦେଶୀ ମଦ ତିଆରି ଓ ବିକ୍ରି ସ୍ଥାନ
ଉଦାହରଣ :
ସେ ସବୁଦିନେ ମଦ ପିଇବାକୁ ଭାଟିକୁ ଯାଏ
ଅନ୍ୟ ଭାଷାରେ ଅନୁବାଦ :
देशी शराब बनाने और बेचने का स्थान।
वह प्रतिदिन भट्टी पर शराब पीने जाता है।ଅର୍ଥ : ଧାତୁ ତରଳେଇବାର ଭାଟି
ଉଦାହରଣ :
କାରିଗର ଭାଟିରେ ଧାତୁଗୁଡ଼ିକ ତରଳାଉଛି
ଅନ୍ୟ ଭାଷାରେ ଅନୁବାଦ :