ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଗ୍ୟବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଗ୍ୟବାଦ   ବିଶେଷ୍ୟ

ଅର୍ଥ : ପ୍ରତ୍ୟେକ ଘଟୁଥିବା କଥା ଭାଗ୍ୟଦ୍ୱାରା ନିୟନ୍ତ୍ରିତ ବୋଲି ମାନୁଥିବା ସିଦ୍ଧାନ୍ତ

ଉଦାହରଣ : ଆଜିର ବୈଜ୍ଞାନିକ ଯୁଗରେ ମଧ୍ୟ ଦୈବବାଦକୁ ବିଶ୍ୱାସ କରୁଥିବା ଅନେକ ଲୋକ ଅଛନ୍ତି

ସମକକ୍ଷ : ଦୈବବାଦ


ଅନ୍ୟ ଭାଷାରେ ଅନୁବାଦ :

यह सिद्धांत कि जो कुछ भी होता है वह भाग्य के अनुसार ही होता है।

आज के वैज्ञानिक युग में भी भाग्यवाद को मानने वाले बहुत हैं।
दैववाद, नियतिवाद, भाग्यवाद

A philosophical doctrine holding that all events are predetermined in advance for all time and human beings are powerless to change them.

fatalism