ଅର୍ଥ : କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ
ଉଦାହରଣ :
ସେ ମୋ ଭାଗ ମଧ୍ୟ ଖାଇଗଲା ସେଥିରେ ମୋର ମଧ୍ୟ ଭାଗ ଅଛି
ସମକକ୍ଷ : ଅଂଶ
ଅନ୍ୟ ଭାଷାରେ ଅନୁବାଦ :
Assets belonging to or due to or contributed by an individual person or group.
He wanted his share in cash.ଅର୍ଥ : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ
ଉଦାହରଣ :
ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ
ସମକକ୍ଷ : ବିଭାଗ, ବିଭାଜନ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରଣ, ହରିବା, ହରିବା କାମ, ହରିବା କାର୍ଯ୍ୟ
ଅନ୍ୟ ଭାଷାରେ ଅନୁବାଦ :
An arithmetic operation that is the inverse of multiplication. The quotient of two numbers is computed.
divisionଅର୍ଥ : କୌଣସି ଲମ୍ବ ବା ଚଉଡ଼ା ଅଂଶ ଥିବା ଏକ ସ୍ଥଳ ଭାଗ
ଉଦାହରଣ :
ଆକାଶକ୍ଷେତ୍ରରେ ଖଗୋଳିୟ ପିଣ୍ଡ ଥାଏ ଏହା ଭାରତର କୃଷି ଉତ୍ପାଦକ କ୍ଷେତ୍ର
ସମକକ୍ଷ : କ୍ଷେତ୍ର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଭକ୍ତ ହେବା ବା ବାଣ୍ଟିବା ଦ୍ୱାରା ମିଳୁଥିବା ଅଂଶ
ଉଦାହରଣ :
ମୁଁ ମୋ ଭାଗ ମଧ୍ୟ ଭାଇକୁ ଦେଇଦେଲି
ଅନ୍ୟ ଭାଷାରେ ଅନୁବାଦ :
Assets belonging to or due to or contributed by an individual person or group.
He wanted his share in cash.ଅର୍ଥ : କୌଣସି ବସ୍ତୁର ଦୃଢ଼ ଖଣ୍ଡ
ଉଦାହରଣ :
ଏହି ମନ୍ଦିର ବଡ଼ବଡ଼ ଶିଳା ଖଣ୍ଡରେ ତିଆରିଏହି ମନ୍ଦିର ପଥରର ବଡ଼ବଡ଼ ଖଣ୍ଡରେ ତିଆରି
ଅନ୍ୟ ଭାଷାରେ ଅନୁବାଦ :
A solid piece of something (usually having flat rectangular sides).
The pyramids were built with large stone blocks.ଅର୍ଥ : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
ଉଦାହରଣ :
ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
ସମକକ୍ଷ : ଅଂଶ, ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ବିଭାଗ
ଅନ୍ୟ ଭାଷାରେ ଅନୁବାଦ :
Something determined in relation to something that includes it.
He wanted to feel a part of something bigger than himself.ଅର୍ଥ : ଅଲଗା ଅଲଗା ଭାଗ ବା ଅଂଶରେ ବାଣ୍ଟିବା କାର୍ଯ୍ୟ ବା ଭାବ
ଉଦାହରଣ :
ରାମ ତା ଦୁଇପୁଅଙ୍କ ନିମନ୍ତେ ଘରକୁ ବିଭାଜନ କରିଦେଲେ
ସମକକ୍ଷ : ବିଭାଜନ
ଅନ୍ୟ ଭାଷାରେ ଅନୁବାଦ :
The act of dividing or partitioning. Separation by the creation of a boundary that divides or keeps apart.
division, partition, partitioning, sectionalisation, sectionalization, segmentationଅର୍ଥ : କୌଣସି କାର୍ଯ୍ୟରେ ସମ୍ମିଳିତ ହେବାର ପ୍ରକ୍ରିୟା
ଉଦାହରଣ :
ସେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी कार्य में भागीदार होने की क्रिया।
मुझे इस प्रतियोगिता में भाग लेने से कोई नहीं रोक सकता।