ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଲିବଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଲିବଲ   ବିଶେଷ୍ୟ

ଅର୍ଥ : ଯେଉଁ ଖେଳରେ ବଲକୁ ହାତରେ ଖେଳାଯାଇ ଜାଲ ଉପର ଦେଇ ଅନ୍ୟ ଦଳରେ ପକାଯାଇଥାଏ

ଉଦାହରଣ : ପଡ଼ିଆରେ ପିଲାମାନେ ଭଲିବଲ ଖେଳୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

एक खेल जिसमें गेंद को हाथ से जाल के ऊपर से मारकर दूसरे दल में गिराया जाता है।

मैदान में बच्चे बालीबल खेल रहे हैं।
बालीबाल, वालीबाल, वॉलीबॉल, वौलीबाल

A game in which two teams hit an inflated ball over a high net using their hands.

volleyball, volleyball game

ଅର୍ଥ : ଏକ ପ୍ରକାରର ବଲ ଯାହାକୁ ହାତରେ ଜାଲ ଉପର ଦେଇ ମାରି ଅନ୍ୟ ଦଳରେ ପକାଯାଏ

ଉଦାହରଣ : ଦୁଇ ଦଳର ଖେଳାଳିମାନେ ଉତ୍ତମ ଖେଳ ପ୍ରଦର୍ଶନକରି ଭଲିବଲକୁ ପନ୍ଦର ମିନିଟ୍‌ ପର୍ଯ୍ୟନ୍ତ ତଳେ ପଡ଼ିବାକୁ ଦେଲେନାହିଁ


ଅନ୍ୟ ଭାଷାରେ ଅନୁବାଦ :

वॉलीबॉल के खेल में प्रयुक्त गेंद जिसे जाल के ऊपर से हाथ से मारकर दूसरे दल में गिराते हैं।

दोनों दल के खिलाड़ियों ने खेल का अच्छा प्रदर्शन करते हुए वॉलीबॉल को पन्द्रह मिनट तक किसी ओर गिरने नहीं दिया।
बालीबाल, वालीबाल, वॉलीबॉल, वौलीबाल

An inflated ball used in playing volleyball.

volleyball