ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭରଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭରଣା   ବିଶେଷ୍ୟ

ଅର୍ଥ : ପୁନଃ ଭରିବାର କାର୍ଯ୍ୟ

ଉଦାହରଣ : ପ୍ରକୃତିର କ୍ଷତିକୁ କିଏବା ପ୍ରତିପୂରଣ କରିପାରିବ

ସମକକ୍ଷ : ପତିପୂର୍ତ୍ତି, ପ୍ରତିପୂରଣ


ଅନ୍ୟ ଭାଷାରେ ଅନୁବାଦ :

फिर से पूर्ति करने की क्रिया।

प्रकृति की क्षति की प्रतिपूर्ति कौन कर सकता है।
प्रतिपूर्ति

ଅର୍ଥ : କୌଣସି କାରଣରୁ ହୋଇଥିବା ଅଭାବକୁ ପୂରଣ କରିବାର ପ୍ରକ୍ରିୟା

ଉଦାହରଣ : ଏହି କ୍ଷତିର ଭରଣା ଆମେ କରିବୁ

ସମକକ୍ଷ : କ୍ଷତିପୂରଣ


ଅନ୍ୟ ଭାଷାରେ ଅନୁବାଦ :

किसी कारण से हुई कमी को पूरा करने की क्रिया।

इस नुकसान की भरपाई हम करेंगे।
भरपाई

The act of compensating for service or loss or injury.

compensation, recompense