ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଗ୍ନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଗ୍ନୀ   ବିଶେଷ୍ୟ

ଅର୍ଥ : କାହାରି ବିଚାର ଅନୁସାରେ ତାଙ୍କ ମା’ଙ୍କ ଝିଅ ବା ଖୁଡୀ, ମାଇଁ, ପିଉସୀଆଦିଙ୍କ ଝିଅ, ବା ଧର୍ମ, ସମାଜ, କାନୁନ୍‌ଆଦି ଆଧାରରେ ଯେଉଁମାନଙ୍କୁ ଭଉଣୀର ସ୍ୱୀକୃତି ମିଳିଛି

ଉଦାହରଣ : ମୋ କକାଝିଅ ଭଉଣୀ ବଡ଼ ମୃଦୁ ସ୍ୱଭାବର

ସମକକ୍ଷ : ଭଉଣୀ, ଭଗିନୀ


ଅନ୍ୟ ଭାଷାରେ ଅନୁବାଦ :

किसी के विचार से उसकी माता की कन्या या चाची, मामी, फुआ आदि की लड़की या वह जिसे धर्म, समाज, कानून आदि के आधार पर बहन का दर्जा मिला हो।

मेरी चचेरी बहन बहुत ही मृदु स्वभाव की है।
बहन, बहना, बहिन, बहिनी, भगनी, भगिनी, स्वसा

A female person who has the same parents as another person.

My sister married a musician.
sis, sister