ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାପକ ସମ୍ବନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାପକ ସମ୍ବନ୍ଧ   ବିଶେଷ୍ୟ

ଅର୍ଥ : ଦୁଇଟି ବସ୍ତୁରେ ଥିବା ଏପରି ପାରସ୍ପରିକ ଅନିବାର୍ଯ୍ୟ ସମ୍ବନ୍ଧ ଯାହା କଦାପି ତୁଟେ ନାହିଁ ଅର୍ଥାତ ଯେଉଁଥିରେ ଗୋଟିଏ ବିନା ଅନ୍ୟଟି ହୋଇନଥାଏ

ଉଦାହରଣ : ନିଆଁ ଓ ଧୁଆଁରେ ଅଭିନ୍ନଭାବ ସମ୍ବନ୍ଧ ଅଛି

ସମକକ୍ଷ : ଅଭିନ୍ନଭାବ


ଅନ୍ୟ ଭାଷାରେ ଅନୁବାଦ :

दो वस्तुओं में होने वाला ऐसा पारस्परिक अनिवार्य संबंध जो कभी टूटता न हो अर्थात् जिसमें एक के बिना दूसरा होता ही न हो।

आग और धुएँ में अविनाभाव संबंध होता है।
अविना भाव, अविना-भाव, अविनाभाव, व्यापक संबंध

A reciprocal relation between interdependent entities (objects or individuals or groups).

interdependence, interdependency, mutuality