ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାଘାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାଘାତ   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟ କରିବା ସମୟରେ ଆସୁଥିବା ବାଧା

ଉଦାହରଣ : ଏହି କାମରେ କିଛି ବିଘ୍ନ ନଆସୁ ସେଇଥିପାଇଁ ମୁଁ ବିଘ୍ନବିନାଶକଙ୍କୁ ପ୍ରାର୍ଥନା କରୁଛି

ସମକକ୍ଷ : ବାଧା, ବିଘ୍ନ, ବ୍ୟତିକ୍ରମ


ଅନ୍ୟ ଭାଷାରେ ଅନୁବାଦ :

किसी कार्य को करते समय बीच में होने वाली कोई आकस्मिक घटना।

कभी-कभी टेलीफोन बहुत कष्टप्रद रुकावट बन जाता है।
खलल, ख़लल, रुकावट, व्यतिक्रम, व्यवधान, व्याघात

Some abrupt occurrence that interrupts an ongoing activity.

The telephone is an annoying interruption.
There was a break in the action when a player was hurt.
break, interruption

ଅର୍ଥ : କାବ୍ୟରେ ଗୋଟିଏ ପ୍ରକାର ଅର୍ଥାଳଙ୍କାର

ଉଦାହରଣ : ବ୍ୟାଘାତରେ ଗୋଟିଏ ଉପାୟଦ୍ୱାରା ଅବା ଗୋଟିଏ ମାତ୍ର ସାଧନ ଦ୍ୱାରା ଦୁଇଟି ବିରୋଧି କାର୍ଯ୍ୟ ଘଟିବା ବର୍ଣ୍ଣିତ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

काव्य में एक प्रकार का अर्थालंकार।

व्याघात में एक ही उपाय के द्वारा अथवा एक ही साधन के द्वारा दो विरोधी कार्यों के होने का वर्णन होता है।
व्याघात

ଅର୍ଥ : ନିଜ ସହଯୋଗୀ ଶ୍ରମଜୀବୀମାନଙ୍କୁ କାମରୁ ନିବୃତ୍ତ କରିବା ପ୍ରକ୍ରିୟା

ଉଦାହରଣ : ଜଣେ ଶ୍ରମିକ ନେତାଙ୍କ ପ୍ରତିରୋଧ କାରଣରୁ ଆଜି କାର୍ଯ୍ୟାଳୟରେ କାମ ହେଲାନାହିଁ

ସମକକ୍ଷ : ପ୍ରତିରୋଧ, ବାଧା, ବିରୋଧ


ଅନ୍ୟ ଭାଷାରେ ଅନୁବାଦ :

अपने सहयोगी श्रमजीवियों को काम करने से रोकने की क्रिया।

एक श्रमिक नेता के समावरोधन के कारण आज कार्यालय में काम नहीं हुआ।
समावरोधन

ଅର୍ଥ : କାହାରି ଅଧିକାର ବା ସ୍ୱତ୍ୱ ଉପରେ ହୋଇଥିବା ଆଘାତ ବା ତାହା ଉପରେ ପଡ଼ୁଥିବା ବାଧା

ଉଦାହରଣ : ବିପଦରୁ ବଞ୍ଚିବା ପାଇଁ ସେ ଓକିଲର ସାହାଯ୍ୟ ନେଲେ

ସମକକ୍ଷ : ବିପଦ


ଅନ୍ୟ ଭାଷାରେ ଅନୁବାଦ :

किसी के अधिकार या स्वत्व पर होनेवाला आघात या उस पर पड़ने वाली बाधा।

व्याघात से बचने के लिए उसने वकील का सहारा लिया।
व्याघात

ଅର୍ଥ : ଜ୍ୟୋତିଷରେ ସତାଇଶ ଯୋଗ ମଧ୍ୟରୁ ତେରତମ ଯୋଗ

ଉଦାହରଣ : ବ୍ୟାଘାତରେ ଶୁଭକାମ କରିବା ବର୍ଜନୀୟ


ଅନ୍ୟ ଭାଷାରେ ଅନୁବାଦ :

ज्योतिष के सत्ताइस योगों में से तेरहवाँ योग।

व्याघात में शुभ कार्य करना वर्जित है।
व्याघात