ଅର୍ଥ : ଜୀବନ ନିର୍ବାହପାଇଁ କରାଯାଉଥିବା କାମ
ଉଦାହରଣ :
ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି
ସମକକ୍ଷ : କାମଧନ୍ଦା, କାରବାର, ଜୀବିକା, ଧନ୍ଦା, ପେଶା, ବୃତ୍ତି, ରୋଜଗାର
ଅନ୍ୟ ଭାଷାରେ ଅନୁବାଦ :
The principal activity in your life that you do to earn money.
He's not in my line of business.ଅର୍ଥ : ଜିନିଷ ତିଆରି କରିବା, କିଣିବା ଓ ବିକିବା କାମ
ଉଦାହରଣ :
ରାମର କଠିନ ପରିଶ୍ରମ ଯୋଗୁଁ ତାର ବେପାର ଦିନରାତି ବଢ଼ୁଛି
ସମକକ୍ଷ : ବଣିଜ, ବେପାର, ବେପାର-ବାଣିଜ୍ୟ
ଅନ୍ୟ ଭାଷାରେ ଅନୁବାଦ :
Buying or selling securities or commodities.
trading