ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୈଶାଖୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୈଶାଖୀ   ବିଶେଷ୍ୟ

ଅର୍ଥ : ପୁରାଣ ବର୍ଣ୍ଣିତ ବସୁଦେବଙ୍କର ଜଣେ ପତ୍ନୀ

ଉଦାହରଣ : ବୈଶାଖୀ ଅତି ସୁନ୍ଦର ଥିଲେ


ଅନ୍ୟ ଭାଷାରେ ଅନୁବାଦ :

पुराणों में वर्णित वसुदेव की एक पत्नी।

वैशाखी बहुत सुन्दर थी।
वैशाखी

An imaginary being of myth or fable.

mythical being

ଅର୍ଥ : ବୈଶାଖ ମାସର ପୂର୍ଣିମା

ଉଦାହରଣ : ତାର ଜନ୍ମ ବୈଶାଖ ପୂର୍ଣ୍ଣୀମା ଦିନ ହୋଇଥିଲା

ସମକକ୍ଷ : ବୈଶାଖ ପୂର୍ଣ୍ଣୀମା


ଅନ୍ୟ ଭାଷାରେ ଅନୁବାଦ :

वैशाख मास की पूर्णमासी।

उसका जन्म वैशाखी के दिन हुआ है।
वैशाखी

ଅର୍ଥ : ବୈଶାଖର ମେଷ ସଂକ୍ରାନ୍ତିରେ ପାଳନ କରାଯାଉଥିବା ପର୍ବ

ଉଦାହରଣ : ପଞ୍ଜାବରେ ବଡ ଧୁମ୍‌ଧାମରେ ବୈଶାଖୀ ପାଳନ କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

बैसाख की मेष संक्रान्ति को मनाया जानेवाला त्योहार।

बैसाखी पंजाब में बड़ी धूम-धाम से मनाई जाती है।
बैसाखी

A day or period of time set aside for feasting and celebration.

festival