ଅର୍ଥ : ସଜ୍ଜିତ ବା ଅଳଂକୃତ ହେବା
ଉଦାହରଣ :
କନ୍ୟା ବିବାହ ମଣ୍ଡପକୁ ଯିବା ପୁର୍ବରୁ ସୁସଜ୍ଜିତ ହୁଏ
ସମକକ୍ଷ : ବେଶବିନ୍ୟାସ କରିବା, ସଜ୍ଜିତ ହେବା, ସୁସଜ୍ଜିତ ହେବା
ଅନ୍ୟ ଭାଷାରେ ଅନୁବାଦ :
सज्जित या अलंकृत होना।
दुल्हन विवाह मंडप में जाने से पूर्व सँवरती है।