ଅର୍ଥ : ବେପାର କରିବା ଲୋକ
ଉଦାହରଣ :
ମୋହନ ଜଣେ କୁଶଳ ବେପାରୀ ସେ ଜଣେ ହୀରା ବେପାରୀ
ସମକକ୍ଷ : ବଣିକ, ବ୍ୟବସାୟୀ, ସୌଦାଗର
ଅନ୍ୟ ଭାଷାରେ ଅନୁବାଦ :
A person engaged in commercial or industrial business (especially an owner or executive).
businessman, man of affairsଅର୍ଥ : କୌଣସି ବସ୍ତୁ ଆଦି ବିକ୍ରି କରୁଥିବା ଲୋକ
ଉଦାହରଣ :
ସେ ଜଣେ ପାଇକାରୀ ବିକ୍ରେତା
ଅନ୍ୟ ଭାଷାରେ ଅନୁବାଦ :
A person employed to represent a business and to sell its merchandise (as to customers in a store or to customers who are visited).
sales rep, sales representative, salespersonଅର୍ଥ : ଖାଦ୍ୟଶସ୍ୟ ବିକ୍ରି କରୁଥିବା ବେପାରୀ
ଉଦାହରଣ :
ସେ ଖାଦ୍ୟଶସ୍ୟ ବିକ୍ରେତା ଦୋକାନରୁ ଚାଉଳ କିଣିଲେ
ସମକକ୍ଷ : ଖାଦ୍ୟଶସ୍ୟ ବିକ୍ରେତା
ଅନ୍ୟ ଭାଷାରେ ଅନୁବାଦ :
वह व्यापारी जो अनाज बेचता हो।
उसने अनाज विक्रेता की दुकान से चावल खरीदा।A merchant who deals in food grains.
grain merchantଅର୍ଥ : ଯେ କୌଣସି ବ୍ୟବସାୟ କରେ
ଉଦାହରଣ :
ଦାବି କରାଯାଇଥିବା ଟଙ୍କା ନ ମିଳିବାରୁ ଅପହରଣକାରୀମାନେ ବ୍ୟବସାୟୀଙ୍କୁ ହତ୍ୟାକଲେ
ଅନ୍ୟ ଭାଷାରେ ଅନୁବାଦ :