ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଦାଂତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଦାଂତ   ବିଶେଷ୍ୟ

ଅର୍ଥ : ଷଡ଼ ଦର୍ଶନ ମଧ୍ୟରୁ ଗୋଟିଏ ଦର୍ଶନ ଯେଉଁଥିରେ ପରମାର୍ଥିକ ସତ୍ତାର ବିବେଚନା କରାଯାଇଥାଏ

ଉଦାହରଣ : ଶ୍ରୀମାଙ୍କର ବେଦାନ୍ତ ସଂପର୍କରେ ସଂପୂର୍ଣ୍ଣ ଜ୍ଞାନ ରହିଛି

ସମକକ୍ଷ : ବେଦାନ୍ତ, ବେଦାନ୍ତ ଦର୍ଶନ


ଅନ୍ୟ ଭାଷାରେ ଅନୁବାଦ :

छः दर्शनों में से एक जिसमें परमार्थिक सत्ता का विवेचन है।

गुरु माँ को वेदांत का पूर्ण ज्ञान है।
वेदांत, वेदांत दर्शन, वेदांत शास्त्र, वेदांतदर्शन, वेदांतशास्त्र, वेदान्त, वेदान्त दर्शन, वेदान्त शास्त्र, वेदान्तदर्शन, वेदान्तशास्त्र

ଅର୍ଥ : ବେଦର ଶେଷ ଭାଗ ଯେଉଁଥିରେ ଆତ୍ମା, ଈଶ୍ୱର, ଜଗତଆଦିର ବିବେଚନା କରାଯାଇଥାଏ

ଉଦାହରଣ : ଉପନିଷଦ ତଥା ଆରଣ୍ୟକଆଦିକୁ ବେଦାନ୍ତ କୁହାଯାଏ

ସମକକ୍ଷ : ବେଦାନ୍ତ


ଅନ୍ୟ ଭାଷାରେ ଅନୁବାଦ :

वेदों का अंतिम भाग जिसमें आत्मा, ईश्वर, जगत आदि का विवेचन है।

उपनिषद तथा आरण्यक आदि वेदांत हैं।
वेदांत, वेदान्त