ଅର୍ଥ : ଯେଉଁ ବ୍ୟକ୍ତିର ବୟସ ଷାଠିଏରୁ ଅଧିକ
ଉଦାହରଣ :
ବୁଢ଼ାମାନଙ୍କର ଦେଖାଶୁଣା କରିବାପାଇଁ ଏଠାରେ କେହି ନାହିଁ
ସମକକ୍ଷ : ବୃଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जिसकी अवस्था साठ से ऊपर हो।
हम बूढ़ों का खयाल रखने वाला यहाँ कोई नहीं है।ଅର୍ଥ : ଯେ ଅଧିକ ବୟସର ଓ ବୁଢ଼ା ହୋଇଗଲେଣି
ଉଦାହରଣ :
ଏଠାରେ ବୃଦ୍ଧଲୋକମାନଙ୍କର ସେବା ନିଃଶୁକ୍ଳ କରାଯାଉଛି
ସମକକ୍ଷ : ବରିଷ୍ଠ, ବୃଦ୍ଧ, ବୟୋଜ୍ୟେଷ୍ଠ
ଅନ୍ୟ ଭାଷାରେ ଅନୁବାଦ :
जो बुढ़ापे में प्रवेश कर गया हो या अधिक उम्र का।
वृद्ध व्यक्तियों की यहाँ निःशुल्क सेवा की जाती है।