ଅର୍ଥ : ଏକ ପ୍ରକାରର ଗଛ ଯେଉଁଥିରେ ନାଲି ଫୁଲ ଫୁଟେ
ଉଦାହରଣ :
ସିନ୍ଦୂରପୁଷ୍ପୀ ଫୁଲଟି ଦେଖିବାକୁ ଅତି ସୁନ୍ଦର
ସମକକ୍ଷ : ସିନ୍ଦୂରବର୍ଣ୍ଣା
ଅନ୍ୟ ଭାଷାରେ ଅନୁବାଦ :
एक पौधा जिसमें लाल फूल आते हैं।
सिंदूरपुष्पी के पुष्प देखने में बहुत ही सुंदर लगते हैं।