ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୀନ୍‌ ବାଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୀନ୍‌ ବାଜା   ବିଶେଷ୍ୟ

ଅର୍ଥ : ତୁମ୍ବୀରେ ତିଆରି ହୋଇଥିବା ଏକ ପ୍ରକାର ବାଦ୍ୟ ଯାହା ସାପୁଆକେଳା ବଜାଏ

ଉଦାହରଣ : ବୀନ୍‌ ବାଜିବାରୁ ସାପ ନିଜର ମୁଣ୍ଡ ହଲାଇବାକୁ ଲାଗିଲା

ସମକକ୍ଷ : ବୀନ୍‌


ଅନ୍ୟ ଭାଷାରେ ଅନୁବାଦ :

तूँबी से बना एक बाजा जिसे सँपेरे बजाते हैं।

सँपेरे के बीन बजाते ही साँप अपना सिर हिलाने लगा।
बीन, बीन बाजा