ଅର୍ଥ : ଅପେକ୍ଷିତ ଓ ଘଟିତ ମଧ୍ୟରେ ହେଉଥିବା ଅସଂଗତି
ଉଦାହରଣ :
ଏହା କିଭଳି ବିଡ଼ମ୍ବନା ଯେ କାଲିର ଲକ୍ଷପତି ଆଜି ରାସ୍ତାରେ ଭିକ ମାଗୁଛି
ଅନ୍ୟ ଭାଷାରେ ଅନୁବାଦ :
अपेक्षित और घटित के बीच होने वाली असंगति।
यह कैसी विडंबना है कि कल का लखपति आज सड़क पर भीख माँग रहा है।
विडंबना,
विडम्बना
A trope that involves incongruity between what is expected and what occurs.
irony