ଅର୍ଥ : ଯେ ବିଶ୍ୱାସଘାତ କରେ
ଉଦାହରଣ :
ବିଶ୍ୱାସଘାତୀମାନଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ
ସମକକ୍ଷ : ଦଗାବାଜ୍, ନିମକ ହାରାମ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଶ୍ୱାସଘାତକତା କରିବା ବ୍ୟକ୍ତି
ଉଦାହରଣ :
ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ
ସମକକ୍ଷ : ଛଳନାପୂର୍ଣ୍ଣ, ଠକ, ନିର୍ଦ୍ଦୟ, ପ୍ରତାରକ
ଅନ୍ୟ ଭାଷାରେ ଅନୁବାଦ :
Having the character of, or characteristic of, a traitor.
The faithless Benedict Arnold.