ଅର୍ଥ : ଭଲ ଭବରେ ବୁଝି କୌଣସି କଥା କହିବା ପ୍ରକ୍ରିୟା
ଉଦାହରଣ :
ଆବିଷ୍କାରକଙ୍କ ବ୍ୟାଖ୍ୟା ଶୁଣି ସମସ୍ତେ ସନ୍ତୁଷ୍ଟ ହୋଇଗଲେ
ଅନ୍ୟ ଭାଷାରେ ଅନୁବାଦ :
अच्छी तरह समझकर कोई बात कहने की क्रिया।
आविष्कारक का प्रतिपादन सुनकर सभी संतुष्ट हो गए।Proof by a process of argument or a series of proposition proving an asserted conclusion.
demonstration, monstranceଅର୍ଥ : ତଥ୍ୟ ବା ବାସ୍ତବିକ ସ୍ବରୂପ ସନ୍ମୁଖକୁ ଆସିବା ନିମନ୍ତେ କୌଣସି ବିଷୟର ସବୁ ଅଙ୍ଗକୁ ଏହି ଦୃଷ୍ଟିରୁ ଅନୁସନ୍ଧାନ କରିବାର କ୍ରିୟା
ଉଦାହରଣ :
ବୈଜ୍ଞାନିକ ଅନ୍ତରୀକ୍ଷଯାନରୁ ପ୍ରାପ୍ତ ଡାଟାର ବିଶ୍ଳେଷଣରେ ଲାଗିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी विषय के सब अंगों की इस दृष्टि से छानबीन करने की क्रिया कि उनका तथ्य या वास्तविक स्वरूप सामने आ जाए।
वैज्ञानिक अंतरिक्षयान से प्राप्त डाटा के विश्लेषण में लगे हैं।ଅର୍ଥ : କୌଣସି କଥାର ବିଚାର କିମ୍ବା ବିବେଚନା
ଉଦାହରଣ :
ସମ୍ମିଳିତ ଭାବରେ ବେରୋଜଗାରୀ ଉପରେ ବିଚାର ବିମର୍ଶ କରାଯାଉଅଛି
ସମକକ୍ଷ : ଆଲୋଚନା, ବିଚାର ବିମର୍ଶ, ସମାଲୋଚନା
ଅନ୍ୟ ଭାଷାରେ ଅନୁବାଦ :
किसी बात का विचार या विवेचन।
गोष्ठी में बेरोज़गारी के ऊपर विचार विमर्श किया जा रहा है।An exchange of views on some topic.
We had a good discussion.ଅର୍ଥ : ଚିକିତ୍ସାବିଦ୍ୟାରେ,ବାୟୁର ପ୍ରକୋପରେ ଘା’ ବା ବଥ ଯୋଗୁଁ ହେଉଥିବା ଏକ ପ୍ରକାରର ପୀଡା
ଉଦାହରଣ :
ବୈଂଦ୍ୟରାଜ ତାଙ୍କୁ ବିଶ୍ଳେଷଣର ଔଷଧ ଦେଇଦେଲେ
ଅନ୍ୟ ଭାଷାରେ ଅନୁବାଦ :
वैद्यक में, वायु के प्रकोप से घाव या फोड़े में होने वाली एक तरह की पीड़ा।
वैद्य जी ने उन्हें विश्लेषण की दवा दे दी।