ଅର୍ଥ : ସାଧାରଣ ବା ନିର୍ଦ୍ଦିଷ୍ଟ ଠାରୁ ଅଧିକ ସମୟ
ଉଦାହରଣ :
ମୋର ଏଠାକୁ ଆସିବାରେ ଡେରି ହୋଇପାରେ,ଚିନ୍ତା କରିବେ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
Time during which some action is awaited.
Instant replay caused too long a delay.ଅର୍ଥ : ଚାଲୁଥିବା କାର୍ଯ୍ୟକୁ କିଛି ସମୟପାଇଁ ରୋକିଦେବାର ପ୍ରକ୍ରିୟା
ଉଦାହରଣ :
ଅଦିନ ବର୍ଷା ଯୋଗୁଁ କାର୍ଯ୍ୟକ୍ରମର ବିଳମ୍ବହେବାର କାରଣ ଥିଲା
ସମକକ୍ଷ : ଉଚ୍ଛୁର
ଅନ୍ୟ ଭାଷାରେ ଅନୁବାଦ :