ଅର୍ଥ : ବିଶ୍ୱରୂପ ବ୍ରହ୍ମା
ଉଦାହରଣ :
ପୁରାଣ ଅନୁସାରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ଅଗ୍ନି ହେଉଛନ୍ତି ବିରାଟ ପୁରୁଷଙ୍କ ତିନି ନୟନ
ସମକକ୍ଷ : ବିରାଟ ପୁରୁଷ
ଅନ୍ୟ ଭାଷାରେ ଅନୁବାଦ :
विश्वरूप ब्रह्मा।
पुराणों के अनुसार सूर्य, चाँद और अग्नि - ये विराट् के तीन नयन हैं।The Creator. One of the three major deities in the later Hindu pantheon.
brahmaଅର୍ଥ : ମହାଭାରତରେ ବର୍ଣ୍ଣିତ ଜଣେ ରାଜା
ଉଦାହରଣ :
ଅଜ୍ଞାତବାସ ସମୟରେ ପାଣ୍ଡବମାନେ ରାଜା ବିରାଟଙ୍କ ପାଖରେ ଚାକିରି କରିଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଯାହା ମାତ୍ରାରେ ଅଧିକ
ଉଦାହରଣ :
ସେ ଏକ ବହୁତ ବଡ଼ ସ୍କର୍ଟ ପିନ୍ଧିଛି
ଅନ୍ୟ ଭାଷାରେ ଅନୁବାଦ :
जो मात्रा में अधिक हो।
उसने दान में भारी-भरकम रकम दे दी।ଅର୍ଥ : ବହୁତ ବଡ଼ ଆକାରର
ଉଦାହରଣ :
ଦୁଇଟି ବିରାଟ ପାହଡ଼ ମଝିରେ ଅଣଓସାର ନଦୀ ପ୍ରବାହିତ ହେଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ବଡ଼
ଉଦାହରଣ :
ନିର୍ବାଚନରେ ତାଙ୍କର ବିଶାଳ ପରାଜୟ ହେଲା ତାକୁ ବୃହତ ସଫଳତା ମିଳିଲା
ଅନ୍ୟ ଭାଷାରେ ଅନୁବାଦ :