ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିରତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିରତି   ବିଶେଷ୍ୟ

ଅର୍ଥ : ଯୁଦ୍ଧରତ ଦଳ ଅସ୍ଥାୟୀ ରୂପେ କିଛି ନିର୍ଦ୍ଧିଷ୍ଟ ସମୟପାଇଁ ଯୁଦ୍ଧ ବନ୍ଦ କରିବା ବା ଯୁଦ୍ଧ ବନ୍ଦ କରିବାର କାର୍ଯ୍ୟ

ଉଦାହରଣ : ମହାଭାରତର ଯୁଦ୍ଧରେ ଅଶ୍ବଥାମା ବିରତି ସମୟରେ ଦ୍ରୌପଦୀଙ୍କ ପାଞ୍ଚ ପୁତ୍ରଙ୍କୁ ବଦ୍ଧ କରିଥିଲା


ଅନ୍ୟ ଭାଷାରେ ଅନୁବାଦ :

युद्ध रत दलों का कुछ नियत समय के लिए अस्थायी रूप से युद्ध बंद करने या युद्ध बंद होने की क्रिया।

महाभारत के युद्ध में अश्वत्थामा ने अवहार के समय द्रौपदी के पाँचों पुत्रों का वध कर दिया।
अवहार

ଅର୍ଥ : ଛନ୍ଦ ଶାସ୍ତ୍ର ଅନୁସାରେ କବିତା ବା ପଦ୍ୟର ପାଦରେ ଥିବା ସେହି ସ୍ଥାନ ଯେଉଁଠି ପଢିବା ସମୟରେ ଏହାର ଲୟ ଠିକ ରଖିବା ପାଇଁ ସାମାନ୍ୟ ବିଶ୍ରାମ ଥାଏ

ଉଦାହରଣ : କବିତା ପଢିବା ସମୟରେ ବିରାମ ଉପରେ ଧ୍ୟାନ ଦେବା ଜରୁରୀ

ସମକକ୍ଷ : ବିରାମ, ବିଶ୍ରାମ


ଅନ୍ୟ ଭାଷାରେ ଅନୁବାଦ :

छन्द शास्त्र के अनुसार कविता या पद्य के चरणों में वह स्थान जहाँ पढ़ते समय उनकी लय ठीक रखने के लिए थोड़ा-सा विश्राम होता है।

कविता पढ़ते समय विराम पर अवश्य ध्यान दें।
यति, विच्छेद, विरति, विराम, विश्राम